ମାଲକାନଗିରି ମାଟିର ଗର୍ବ ତଥା ଦେଶକୁ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିଦେଇଥିବା ପ୍ରସିଦ୍ଧ ତୀରନ୍ଦାଜ (Archery Player) ଏବଂ ସଫଳ କୋଚ୍ ରାଜେଶ ହାସଦାକ୍ ଆଉ ଆମ ଗହଣରେ ନାହାନ୍ତି। ତାଙ୍କର ପରଲୋକରେ ସମଗ୍ର ଜିଲ୍ଲା ତଥା ରାଜ୍ୟ କ୍ରୀଡ଼ା ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି।
#Malkangiri #RajeshHasdak #ArcheryChampion #OdishaSports #DailyMalkangiri #MalkangiriNews #RipChampion
Malkangiri, Malkangiri | Jun 21, 2026