Public App Logo
Jansamasya
News
Bjp
National
Bihar
���िधायक
Congress
Modi
Delhi
Viral
Jharkhand
Rajasthan
Breakingnews
Narendramodi
Nitishkumar
Madhya_pradesh
Madhyapradesh
Pmmodi
Rahulgandhi
Haryana
Crimenews
Agra
Cbi
Politics
Abvp
���ायल
Fatehpur
Jodhpur
Amitshah
Punjab

ଧରାକୋଟ: ବ୍ଲକ ରେ ନୂତନ ଯୋଗାଣ ନୀରିକ୍ଷକ ଙ୍କ କାର୍ଯ୍ୟରେ ଯୋଗଦାନ

Dharakote, Ganjam | Nov 28, 2025
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ନୂତନ ଯୋଗାଣ ନୀରିକ୍ଷକ ଭାବରେ ବିଭୁ ଚରଣ ସାହୁ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଜି ବ୍ଲକ ପରିସରରେ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ବ୍ଲକର ଅଠର ଗୋଟି ପଞ୍ଚାୟତ ର ଯୋଗାଣ ସହାୟକ ମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ଏହି ଅବସରରେ ନୂତନ ନୀରିକ୍ଷକ ରାସନ କାର୍ଡ ସହ ଇ କେ ୱାସି କରିବା, ରାସନ କାର୍ଡ ସହ ଆଧାର ଓ ମୋବାଇଲ ନମ୍ବର ସଂଯୋଗ,ରାସନ ସାମଗ୍ରୀ ର ସୁଷମ ବଣ୍ଟନ ପାଇଁ ପରାମର୍ଶ ଦେଇଥିଲେ ।