ନିଶ୍ଚିନ୍ତକୋଇଲି: ବଡଖିର ପଞ୍ଚାୟତରେ ମା ବିଂଶଭୂଜା ଦୂର୍ଗାଙ୍କ ମନ୍ଦିରରେ ସମ୍ବର୍ଦ୍ଧନା ସଭା
ନିଶ୍ଚିନ୍ତକୋଇଲି ବ୍ଲକର ବଡଖିର ପଞ୍ଚାୟତ ମା ବିଂଶଭୂଜା ଦୂର୍ଗାଙ୍କ ମନ୍ଦିର ପ୍ରାଙ୍ଗଣରେ ସମାଜସେବା ସମର୍ପଣ ଚାରିଟେବୁଲ ଆନୁକୂଲ୍ୟରେ ଏକ ସମ୍ବର୍ଦ୍ଧନା ସଭା ହୋଇଥିଲା। ଦେବାଶିଷ ବେଉରା ଓ ସୁଶାନ୍ତ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ବହୁ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନିତ କରାଯାଇଥିଲା।