ନିଶ୍ଚିନ୍ତକୋଇଲି: ଅସୁରେଶ୍ୱର ରଘୁନାଥ ଜୀଉ ମନ୍ଦିରରେ ରବିବାର ନିଶ୍ଚିନ୍ତକୋଇଲି ବିଜେଡି ତରଫରୁ ସମୂହ ଦୀପଦାନ।
ଅସୁରେଶ୍ୱର ରଘୁନାଥ ଜୀଉ ମନ୍ଦିରରେ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ ତରଫରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁଆରୋଗ୍ୟ କାମନା କରି ରବିବାର ସନ୍ଧ୍ୟା ୭ଟାରେ ସମୂହ ଦୀପଦାନ କରାଯାଇଛି।