ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳୋ ପଞ୍ଚାୟତ ଭୁବନ ପୋଲ ଠାରେ ରବିବାର କେନାଲ କଂକ୍ରିଟ ଲାଇନିଙ୍ଗ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ।
ରବିବାର ଦିନ ୪ଟାରେ ବୁହାଳୋ ପଞ୍ଚାୟତ ଭୁବନ ପୋଲ ଠାରେ ୮ନମ୍ବର କେନାଲ ସିମେଣ୍ଟ କଂକ୍ରିଟ ଲାଇନିଙ୍ଗ କାର୍ଯ୍ୟର ସମୀକ୍ଷା ବିଧାୟକ ଶ୍ରୀମାନ ଶାରଦା ପ୍ରଧାନ କରିଥିଲେ, ଯେପରି ନିମ୍ନ ମନର କାର୍ଯ୍ୟ କରା ନଯାଇ ସେ ନେଇ ଠିକାଦାର ଙ୍କୁ ତାଗିଦ୍ କରିଥିଲେ।