Public App Logo
Jansamasya
News
Bjp
National
Police
Bihar
India
कांग्रेस
Accident
Congress
Modi
Delhi
Viral
मारपीट
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews
Aap
Education
No video available

ସହିଦ ନଗର: କେଶୁରା ଆଶୁତୋଷ ନଗର ଅଞ୍ଚଳରେ ଘର ତାଲା କାଟି ଲୁଟ, ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ

Saheednagar, Khordha | Feb 2, 2025
ରାଜଧାନୀ ରେ ପୁଣି ମାତିଲେ ଲୁଟେରା | ଘରର ତାଲା ଭାଙ୍ଗି ଲୁଟିନେଇଗଲେ ଲକ୍ଷାଧିକ ଟଙ୍କା ସୁନା ଅଳଙ୍କାର | ଘଟଣା ଘଟିଛି କେଶୁରା ଆଶୁତୋଷ ନଗର ଅଞ୍ଚଳରେ | ଘରେ କେହି ନଥିବା ବେଳେ ଘରେ କଳାକନା ବୁଲାଇଲେ ଲୁଟେରା | ଲୁଟ ପରେ ବିଲ ମଝିରେ ଅଳଙ୍କାର ଭାଗ ବାଣ୍ଟିଲେ ଦୁବୃର୍ତ୍ତ | ଆଜି 4.56ରେ ବଡ଼ଗଡ଼ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରୁଛି | ଘଟଣା ସ୍ଥଳରେ ସାଇଣ୍ଟଫିକ ଟିମ ପହଂଚି ଛାନବିନ କରିଥିଲେ | ଆଖପାଖରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜ କୁ ମଧ୍ୟ ଯାଞ୍ଚ କରି ଖୋଳତାଡ଼ ଆରମ୍ଭ ଲରିଛି ପୋଲିସ |