Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana
No video available

ସହିଦ ନଗର: ପୁରି ବାଇପାସ ରୋଡ଼ରେ କୁଖ୍ୟାତ ATM ଲୁଟେରାକୁ ଏନକାଉଣ୍ଟର ଘଟଣା, ସାଇଣ୍ଟଫିକ ଟିମର ଛାନବିନ

Saheednagar, Khordha | Mar 9, 2025
ପୁରି ବାଇପାସ ରୋଡ଼ରେ କୁଖ୍ୟାତ ATM ଲୁଟେରାକୁ ଏନକାଉଣ୍ଟର ଘଟଣା, ସାଇଣ୍ଟଫିକ ଟିମର ଛାନବିନ | ପୁରି ବାଇପାସ ରୋଡ଼ରେ କୁଖ୍ୟାତ ATM ଲୁଟେରାକୁ ଏନକାଉଣ୍ଟର ଘଟଣା | ଆଜି 3.45ରେ ଘଟଣା ସ୍ଥଳରେ ସାଇଣ୍ଟଫିକ ଟିମର ଛାନବିନ | ଘଟଣା ସ୍ଥଳରୁ ଗାଡି ଓ ଏକାଧିକ ATM କାର୍ଡ ଏବଂ ବନ୍ଧୁକ ଜବତ କଲା ସାଇଣ୍ଟଫିକ ଟିମ | ଜବତ ଗାଡି ବିହାର ଅଞ୍ଚଳର ହୋଇଥିବା ତଦନ୍ତ ରୁ ଜାଣିବାକୁ ପାଉଛି ପୋଲିସ | ଆବଶ୍ୟକ ପଡିଲେ କୁଖ୍ୟାତ ATM ଲୁଟେରା ଦୀପକ କୁମାରକୁ ରିମାଣ୍ଡରେ ଆଣି ଖୋଳତାଡ କରିବ କମିସନରେଟ ପୋଲିସ