Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Education
Rss
Firozabad
No video available

ସହିଦ ନଗର: ରାଜଧାନୀରେ ଡବଲ ଏନକାଉଣ୍ଟର ଘଟଣା, ବାଙ୍କୁଆଳ ନଦୀ ପଠାରେ ସାଇଣ୍ଟଫିକ ଟିମର ଛାନବିନ

Saheednagar, Khordha | Apr 4, 2025
ରାଜଧାନୀରେ ଡବଲ ଏନକାଉଣ୍ଟର ଘଟଣା, ବାଙ୍କୁଆଳ ନଦୀ ପଠାରେ ସାଇଣ୍ଟଫିକ ଟିମର ଛାନବିନ | ରାଜଧାନୀରେ ଦୁଇ କୁଖ୍ୟାତ ଚେନ ସ୍ନାଚର ଙ୍କୁ ଏନକାଉଣ୍ଟର ଘଟଣା | ଆଜି 12.34ରେ ଏନକାଉଣ୍ଟର ସ୍ପଟ ବାଙ୍କୁଆଳ ନଦୀପଠାରେ ସାଇଣ୍ଟଫିକ ଟିମର ଛାନବିନ | ଘଟଣା ସ୍ଥଳରୁ ଗୋଟିଏ ବାଇକ, ଦୁଇଟି ବନ୍ଧୁକ ଏବଂ ଗୋଟିଏ ବ୍ୟାଗ ଜବତ କରିଛି ପୋଲିସ | ଏନକାଉଣ୍ଟର ହୋଇଥିବା ଦୁଇ କୁଖ୍ୟାତ ଚେନ ସ୍ନାଚର ହେଲେ ସୋନୁ ଯାଦବ ଏବଂ ମନିଶ ଯାଦବ | ଏମାନଙ୍କ ଘର ବିହାର ଅଞ୍ଚଳରେ | ରାଜଧାନୀରେ ବାଇକ ରେ ବୁଲି ଗୋଟିଏ ଦିନରେ 6ଟି ଚେନ ସ୍ନାଚିଂ କରିଥିବା ତଦନ୍ତ ସମୟରେ ତଥ୍ୟ ସାମ୍ନାକୁ ଆସିଛି |