Public App Logo
ଜୟପୁର ସହରରେ ହର୍ ଘର୍ ତ୍ରିରଙ୍ଗା ଯାତ୍ରା ବଡ଼ ଧୁମ୍ ଧାମରେ ପାଳିତ। ସହରରେ ଦେଖିବାକୁ ମିଳିଲା ଭିନ୍ନ ଏକ ଦୃଶ୍ୟ। ରାଷ୍ଟ୍ରୀୟ ପତକା କୁ ସମ୍ମାନ ଦେଇ ବାନ୍ଧି ହୋଇ ଛିଡା ହେଲେ ସମସ୍ତ ନେତା, ପ୍ରଶାସକ ଓ ସର୍ବ ସାଧାରଣ। - Jeypore News