ବାଲେଶ୍ୱର ସଦରରେ ୨.୭୯ କୋଟି ଟଙ୍କାର ସଡ଼କ ପ୍ରକଳ୍ପର ଶୁଭାରମ୍ଭ
Baleshwar, Balasore | Nov 14, 2026
ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ପାତ୍ରପଡ଼ା ଓ ଶ୍ରୀକୋଣା ପଞ୍ଚାୟତରେ ପ୍ରାୟ ୨.୭୯ କୋଟି ଟଙ୍କା ବ୍ୟୟରେ ଦୁଇଟି ସଡ଼କ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ଏହି ରାସ୍ତା ନିର୍ମାଣ କରାଯିବ।