ସାନାଖେମୁଣ୍ଡି: ଜାତୀୟ ପ୍ରେସ ଦିବସରେ ବନ୍ୟା ବିପନ୍ନଙ୍କ ପାଇଁ ସହାୟତା ବଢ଼ାଇଲେ ସାନଖେମୁଣ୍ଡି ପ୍ରେସ କ୍ଲୁବ
Sanakhemundi, Ganjam | Nov 16, 2026
ଜାତୀୟ ପ୍ରେସ ଦିବସରେ ସାନଖେମୁଣ୍ଡି ପ୍ରେସ କ୍ଲୁବ ପକ୍ଷରୁ ବନ୍ୟା ବିପନ୍ନଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କୌଣସି ଉତ୍ସବ ନକରି ଜିଲ୍ଲାପାଳଙ୍କ ଜରିଆରେ ଏହି ସହାୟତା ପ୍ରଦାନ କରାଯାଇଛି।