🚨 କୋରାପୁଟ ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ 🚨
ସାଇବର ଠକେଇରୁ ସୁରକ୍ଷିତ ରହିବା ଓ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ କୋରାପୁଟ ଟାଉନ ଥାନା ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ନେଇ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
👮♂️ ପୋଲିସ ଅଧିକାରୀମାନେ ସାଇବର ଠକେଇର ବିଭିନ୍ନ ଉପାୟ, ଅଜଣା ଲିଙ୍କ, OTP ଓ ବ୍ୟାଙ୍କ ସମ୍ପର୍କିତ ଗୁପ୍ତ ତଥ୍ୟ ସେୟାର ନକରିବା ନେଇ ସଚେତନ କରିଥିଲେ।
📌 ଏହା ସହ କୋରାପୁଟ ସହରର ଟ୍ରାଫିକ୍ ବ୍ୟବସ୍ଥା, ଚୋରି ରୋକିବା ଓ ପାଟ୍ରୋଲିଂ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।
☎️ ସାଇବର ଠକେଇର ଶିକାର ହେଲେ ତୁରନ୍ତ ୧୯୩୦ରେ ଯୋଗାଯୋଗ କରନ୍ତୁ।
#KoraputPolice #CyberAwareness #CyberCrime #CyberSafety #Koraput #OdishaPolice #DigitalFraud
Koraput Town, Koraput | Aug 24, 2026