କୋରାପୁଟରେ ବିଜେପିର ମିଶ୍ରଣ ପର୍ବ
କୋରାପୁଟ ବିଧାୟକ ରଘୁରାମ ମାଛଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି ବିଜେପିର ମିଶ୍ରଣ ପର୍ବ। କଂଗ୍ରେସ ଓ ବିଜେଡି ଦଳ ଛାଡ଼ି ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।
ବିଧାୟକ ରଘୁରାମ ମାଛ କହିଛନ୍ତି— “ଡବଲ ଇଞ୍ଜିନ ସରକାରରେ ଡବଲ ଉନ୍ନତି ଜାରି ରହିଛି।” ଆଗାମୀ ଦିନରେ କୋରାପୁଟରେ ବିଜେପିକୁ ଆହୁରି ମଜବୁତ କରିବା ସହ ଏଭଳି ମିଶ୍ରଣ ପର୍ବ ଜାରି ରହିବ ବୋଲି ସେ କହିଛନ୍ତି।
📍 କୋରାପୁଟ
#Koraput #BJP #RaghuramMachha #PoliticalNews #KoraputNews #OdishaNews #BJPJoining
Koraput Town, Koraput | Aug 17, 2026