Public App Logo
Jansamasya
News
पुलिस
Bjp
National
Police
Bihar
India
चुनाव
बीजेपी
भाजपा
Congress
Modi
Delhi
Viral
Up
Rajasthan
Bollywood
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
यूपी
कानपुर

କେନ୍ଦୁଝର ସହର: କୁମୁଣ୍ଡି ଗ୍ରାମରେ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅନୁଷ୍ଟିତ

ଆଜି ବାଂଶପାଳ ବ୍ଲକ ଅନ୍ତର୍ଗତ ଆମ ଗାଁ କୁମୁଣ୍ଡି ଗ୍ରାମରେ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ସହିତ ପ୍ରଭୁଙ୍କର ଆଶୀର୍ବାଦ ନେବାର ସୌଭାଗ୍ୟ ପ୍ରାପ୍ତ ହେଲା। ଗ୍ରାମରେ ଭକ୍ତିପୂର୍ଣ୍ଣ ପରିବେସ ସୃଷ୍ଟି ହୋଇଛି।

MORE NEWS

#ସକାଳର_ବଡ଼_ଖବର 
Sakala Bulletin | 15 June 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha 
#latastnewsupdate #pabitranews #MorningHeadlineodisha #sakalakhabar #odishaheadline #odianews #BreakingNews
#odianews #sakalanews #odishanews #rain #barshanews #todaymorningnews #pabitranewsodishalive #ajisakalaranews

#ସକାଳର_ବଡ଼_ଖବର Sakala Bulletin | 15 June 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha #latastnewsupdate #pabitranews #MorningHeadlineodisha #sakalakhabar #odishaheadline #odianews #BreakingNews #odianews #sakalanews #odishanews #rain #barshanews #todaymorningnews #pabitranewsodishalive #ajisakalaranews

Kendujhar Town, Kendujhar | Jun 15, 2026

#ଭାରସାମ୍ୟ_ହରାଇ_ବାଇକ୍_ଦୁର୍ଘଟଣା_ଗ୍ରସ୍ତ
କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିଶ୍ଚିନ୍ତପୁର ପଞ୍ଚାୟତ ଅସୁରଖୋଲ ନିକଟ ବୁଲାଣିରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ଗ୍ରସ୍ତ, ତିନି ଯୁବକ ଗୁରୁତର, ସମସ୍ତଙ୍କୁ ମେଡିକାଲ୍ ସ୍ଥାନାନ୍ତର କରାଯାଇଥିବା ସୂଚନା ।
#pabitranewsodishalive #latastnews #Keonjhar #BreakingNews

#ଭାରସାମ୍ୟ_ହରାଇ_ବାଇକ୍_ଦୁର୍ଘଟଣା_ଗ୍ରସ୍ତ କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିଶ୍ଚିନ୍ତପୁର ପଞ୍ଚାୟତ ଅସୁରଖୋଲ ନିକଟ ବୁଲାଣିରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ଗ୍ରସ୍ତ, ତିନି ଯୁବକ ଗୁରୁତର, ସମସ୍ତଙ୍କୁ ମେଡିକାଲ୍ ସ୍ଥାନାନ୍ତର କରାଯାଇଥିବା ସୂଚନା । #pabitranewsodishalive #latastnews #Keonjhar #BreakingNews

Kendujhar Town, Kendujhar | Jun 14, 2026

#କେତେ_ବେପରୁଆ_ଟ୍ରକ୍_ଚାଳକ! 
ରଙ୍ଗ ସାଇଡ଼ରେ ଆସି ଧକ୍କା ଦେଲା ବାଇକ୍‌କୁ। ଘଟଣା ସ୍ଥଳରେ ଚାଲିଗଲା ତିନି ଯୁବକଙ୍କ ଜୀବନ। ଏଭଳି ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର କୁଅଁର କାଞ୍ଜିପାଣି ନିକଟରେ।
#latastnews #odisha #breakingnews #keonjhar

#କେତେ_ବେପରୁଆ_ଟ୍ରକ୍_ଚାଳକ! ରଙ୍ଗ ସାଇଡ଼ରେ ଆସି ଧକ୍କା ଦେଲା ବାଇକ୍‌କୁ। ଘଟଣା ସ୍ଥଳରେ ଚାଲିଗଲା ତିନି ଯୁବକଙ୍କ ଜୀବନ। ଏଭଳି ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର କୁଅଁର କାଞ୍ଜିପାଣି ନିକଟରେ। #latastnews #odisha #breakingnews #keonjhar

Kendujhar Town, Kendujhar | Jun 14, 2026