ମାର୍ଶାଘାଇ ବ୍ଲକ ଅନ୍ତେଇ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଭାକର ସାହୁଙ୍କର ଦେହାନ୍ତ ହୋଇଛି। ଖବର ପାଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ପାଟକୁରା ସ୍ଥିତ ମେଡିକାଲରେ ପହଞ୍ଚି ତାଙ୍କ ମର ଶରୀର ନିକଟରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିବା ସୂଚନା ମିଳିଛି।