Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
दुर्घटना
Police
Bihar
India
बीजेपी
मुख्यमंत्री
Congress
Modi
Delhi
Viral
Crime
Jharkhand
Dm
Up
मध्यप्रदेश
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Kerala
kalkinewsodisha11
ନିଜସ୍ୱ ଦରମା ପାଣ୍ଠି ରୁ କୋଡ଼ିଏ ଟି କୁଲର ଦାନ କଲେ ବିଧାୟିକା ସଞଳି ମୁର୍ମୁ। #Mayurbhanj News
Baripada Town, Mayurbhanj
| Jun 2, 2026
#mayurbhanj
MORE NEWS
#ଅଗଷ୍ଟ ୨୧ ଶୁକ୍ରବାର.... #ଆଜିବି ଶେଷ ହୋଇପାରିଲାନି ରେଳଧାରଣା କାର୍ଯ୍ୟ.......
Baripada Town, Mayurbhanj | Aug 21, 2026
#ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ବାରିପଦା ସ୍ଥିତ ମାନ୍ୟବର ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ବିଚାରପତି ଚିନ୍ମୟ ମିଶ୍ର ଅଭିଯୁକ୍ତ ବୃଦ୍ଧ ଜଗନ୍ନାଥ ମହାନ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।।। #Mayurbhanj #baripada
Baripada Town, Mayurbhanj | Aug 21, 2026
#ଏ ଦୃଶ୍ୟ ହେଉଛି ୨୦ ଅଗଷ୍ଟ ରାତିର..... #ଆହୁରି ବାକି ଅଛି ବହୁତ କାମ...... #Mayurbhanj #Baripada
Baripada Town, Mayurbhanj | Aug 21, 2026
#୧୯ ଅଗଷ୍ଟ ରାତିରେ କେମିତି ଚାଲିଥିଲା ରେଳଧାରଣା କାର୍ଯ୍ୟ........ #mayurbhanj
Baripada Town, Mayurbhanj | Aug 19, 2026
#ପେଟିଏମ କରାଇବା ବାହାନାରେ ମହିଳାଙ୍କ ଠାରୁ ଠକି ନେଲେ ୯୦ ହଜାର ୧୯/୦୮/୨୬ ପେଟିଏମ କରାଇବାର ବାହାନାରେ ମୋରଡା ବ୍ଲକ ତଥା ବଡଜାମଣି ଫାଣ୍ଡି ଅଧୀନ ଦାନ୍ତିଆମୁହାଁ ଛକ ନିକଟସ୍ଥ ଜାତୀୟ ରାଜପଥ ପାର୍ଶ୍ବରେ ଚା’ଦୋକାନ କରିଥିବା ଜନୈକା ଅସହାୟ ବିଧବା ମହିଳାଙ୍କ ଆକାଉଣ୍ଟରୁ ଚଞ୍ଚକତା କରି ୯୦ହଜାରରୁ ଉର୍ଦ୍ଧ୍ବ ଟଙ୍କା ଚଳୁ କରିବାପରେ ଠକାମୀର ଶୀକାର ଅସହାୟ ମହିଳାଙ୍କ ଶାଶୂଙ୍କ ଆକାଉଣ୍ଟ ନମ୍ବରରେ ମଧ୍ୟ ପେ-ଟିଏମ ଖୋଲିବାକୁ ପୁନର୍ବାର ଆସିଥିବା ଦୁଇଜଣ ଆନ୍ତଃଜିଲ୍ଲା ଠକଙ୍କୁ କାବୁକରି ଉତ୍ତମ ମଧ୍ୟମ ଦେବାପରେ ପୁଲିସର ଜିମା ଦେଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ଦାନ୍ତିଆମୁହାଁ ଛକରେ ସ୍ୱର୍ଗତ ବିକାଶ ପାତ୍ରଙ୍କ ସ୍ତ୍ରୀ ଚାନ୍ଦିନୀ ପାତ୍ର ନିଜର ଶାଶୂ,ଶ୍ଵଶୂରଙ୍କ ସହିତ ଚା’ ଦୋକାନ କରି ପରିବାର ଗୁଜୁରାଣ କରୁଥିଲେ। ତେବେ ବାଲେଶ୍ଵର ସହର ୧୨ନମ୍ବର ୱାର୍ଡ ଦାମୋଦରପୁର ଅଞ୍ଚଳର କୃଷ୍ଣଚନ୍ଦ୍ର ସେଠୀଙ୍କ ପୁଅ ଦେବୀପ୍ରସାଦ ସେଠୀ(୨୩) ଏବଂ ସେହି ବାଲେଶ୍ଵର ସହର ଗୋଳାପୋଖରୀ ଅଞ୍ଚଳର ଶେଖ ଇମ୍ରାନଙ୍କ ପୁଅ ଶେଖ ଆୟାନ (୧୮)କିଛିଦିନ ପୂର୍ବରୁ ଦାନ୍ତିଆମୁହାଁ ଛକସ୍ଥିତ ଚାନ୍ଦିନୀ ପାତ୍ରଙ୍କ ଦୋକାନକୁ ଚା’ପିଇବାକୁ ଯାଇଥିଲେ।ଚଳିତମାସ ୧୩ତାରିଖରେ ଦେବୀପ୍ରସାଦ ନିଜକୁ ପେ-ଟିଏମ ସଂସ୍ଥାର ସେଲ୍ସ ଏକଜିକ୍ୟୁଟିଭ ବୋଲି ପରିଚୟ ଦେଇ ଚାନ୍ଦିନୀ ପାତ୍ରଙ୍କ ନାମରେ ପେ-ଟିଏମ ଖୋଲିଦେବାର ପ୍ରତିଶୃତି ମଧ୍ୟ ଦେଇଥିଲେ।ଚାନ୍ଦିନୀ ପାତ୍ର ବିଶ୍ଵାସରେ ନିଜର ଦାନ୍ତିଆମୁହାଁ ସ୍ଥିତ ଓଡିଶା ଗ୍ରାମ୍ୟବ୍ୟାଙ୍କର ଆକାଉଣ୍ଟନମ୍ବର ଏବଂ ଆଧାରକାର୍ଡ ଦେବାସହିତ ମୋବାଇଲକୁ ଆସିଥିବା ଓଟିପି ମଧ୍ୟ ଦେଇଥିଲେ।ଏହାପରେ ଦେବୀପ୍ରସାଦ ଚାନ୍ଦିନୀ ପାତ୍ରଙ୍କ ନାମରେ ପେ-ଟିଏମ ମଧ୍ୟ ଖୋଲିଦେଇଥିଲେ।ତେବେ ଚଳିତମାସ ୧୪ତାରିଖରେ ୫ହଜାର ଟଙ୍କା,୧୫ ତାରିଖରେ ୩୦ହଜାର ଟଙ୍କା,୧୭ ତାରିଖରେ ୫୫ହଜାର ଟଙ୍କା ଏବଂ ୧୮ ତାରିଖରେ ଶହେ ଏକଟଙ୍କା ଲେଖାଏଁକରି ଦୁଇଥରରେ ୨ଅଶହ ୨ଟଙ୍କା ଏହିପରି ସର୍ବମୋଟ ୫ଥରରେ ୯୦ହଜାର ୨ଶହ ୨ଟଙ୍କା ଚାନ୍ଦିନୀ ପାତ୍ରଙ୍କ ଆକାଉଣ୍ଟରୁ ଅନଲାଇନ ମାଧ୍ୟମରେ ଟଙ୍କା ଉଠାଇଥିଲେ। ଯେତେବେଳେ ଚାନ୍ଦିନୀ ପାତ୍ରଙ୍କ ମନରେ ସନ୍ଦେହଜାତ ହେଲା ସେତେବେଳେ ସେ ଚତୁରତାର ସହ ନିଜର ଶାଶୂଙ୍କ ନାମରେ ଆଉଏକ ପେ-ଟିଏମ ଖୋଲିବେ ବୋଲି କହିବାପରେ ଦେବୀପ୍ରସାଦ ନିଜର ସହଯୋଗୀ ସହିତ ମଙ୍ଗଳବାର ଅପରାହ୍ନରେ ପୁନର୍ବାର ଚାନ୍ଦିନୀ ପାତ୍ରଙ୍କ ଚା’ଦୋକାନରେ ଆସି ପହଞ୍ଚିଥିଲେ।ଏହାପରେ ଚାନ୍ଦିନୀ ଆଖପାଖ ଦୋକାନୀମାନଙ୍କୁ ଡାକିବାପରେ ପାଟିତୁଣ୍ଡ ଶୁଣି ଆଖପାଖରୁ ଲୋକମାନେ ରୁଣ୍ଡ ହେବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବରପାଇ ବଡଜାମବଣି ଫାଣ୍ଡି ଅଧିକାରୀ ଏଏସଆଇ ଭାବଗ୍ରାହୀ ମହାନ୍ତ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଦୁଇ ଠକ ଯୁବକଙ୍କୁ ଠକିନେଇଥିବା ୯୦ହଜାର ଟଙ୍କା ଫେରସ୍ତ ନଦେବା ପର୍ଯ୍ୟନ୍ତ ପୁଲିସକୁ ହସ୍ତାନ୍ତର କରିବେ ନାହିଁ ବୋଲି କହିବାପରେ ଉତ୍ତେଜନା ଅଧିକ ବଢିଥିଲା।ଏହାପରେ ଉତ୍ତେଜିତ ଲୋକଙ୍କୁ ବୁଝାସୁଝାକରି ଫାଣ୍ଡି ଅଧୂକାରୀ ଏଏସଆଇ ଭାବଗ୍ରାହୀ ମହାନ୍ତ ଦୁଇ ଯୁବକଙ୍କୁ ଫାଣ୍ଡିକୁ ଆଣି ପଚରା ଉଚରା କରିଥିଲେ। ଦେବୀପ୍ରସାଦଙ୍କ ବାପା କୃଷ୍ଣଚନ୍ଦ୍ର ସେଠୀ ବାଲେଶ୍ଵର ଟାଉନଥାନା ଅଧୀନ ପରମିଟ ଘାଟ ଫାଣ୍ଡିରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ପୁଲିସ ପାଖରେ ସୂଚନା ଦେଇଛି।ପରେ ପୁଲିସର ମଧ୍ୟସ୍ଥତାରେ ଦୁଇ ଠକ ଚାନ୍ଦିନୀ ଙ୍କ ସମସ୍ତ ଟଙ୍କା ଫେରସ୍ତ କରିଥିବା ବେଳେ ଏନେଇ କୌଣସି ଲିଖିତ ଅଭିଯୋଗ କରିନଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।।।।। #mayurbhanj #baripada
Baripada Town, Mayurbhanj | Aug 19, 2026