କେନ୍ଦୁଝର ସଦର: କେନ୍ଦୁଝରର 15ଟି ଆଦର୍ଶ ଜିପିଏଲ୍ଏଫ୍ରେ ପାଳିତ ହେଲା ବୟସ୍କ ନାଗରିକ ଦିବସ
କେନ୍ଦୁଝର ଜିଲ୍ଲାର ୧୫ଟି ଆଦର୍ଶ ଜିପିଏଲ୍ଏଫ୍ରେ ଅନ୍ତର୍ଜାତୀୟ ବୟସ୍କ ନାଗରିକ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବୟସ୍କ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା, ଯୋଗାଭ୍ୟାସ ଏବଂ ସରକାରୀ ଯୋଜନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।