ବାଲେଶ୍ୱରରେ ନୂଆ ରୂପରେ ଖୋଲିଲା ପ୍ଲାନେଟ୍ ଫ୍ୟାଶନ୍ ଶୋ’ରୁମ୍
Baleshwar, Balasore | Oct 10, 2026
ବାଲେଶ୍ୱର ସହରରେ ନବୀକୃତ ହୋଇଛି ପ୍ଲାନେଟ୍ ଫ୍ୟାଶନ୍ ଶୋ’ରୁମ୍। ଗୋଟିଏ ଛାତ ତଳେ ପାଇବେ ଆଲେନ୍ ସୋଲି, ଭାନ୍ ହ୍ୟୁସେନ୍, ଲୁଇସ୍ ଫିଲିପ୍ ଓ ଆମେରିକାନ୍ ଇଗଲ୍ ଭଳି ବ୍ରାଣ୍ଡ୍। ଉଦ୍ଘାଟନ ଅବସରରେ ଗ୍ରାହକଙ୍କ ପାଇଁ ରହିଛି ସ୍ୱତନ୍ତ୍ର ଅଫର୍।