କେନ୍ଦୁଝର ସଦର: ହାତୀ କ୍ଷତିଗ୍ରସ୍ତ ଘର ପରିଦର୍ଶନ କଲେ କେନ୍ଦୁଝର DFO, ଚାଳିଶ ହଜାର ଟଙ୍କା ସହାୟତା
କେନ୍ଦୁଝର ପାଟଣା ରେଞ୍ଜର ସାହାରପଡ଼ା ସେକ୍ସନରେ ହାତୀ ଦ୍ୱାରା କ୍ଷତିଗ୍ରସ୍ତ ଘର ପରିଦର୍ଶନ କଲେ DFO। ଘର ନିର୍ମାଣ ପାଇଁ ପ୍ରଥମ କିସ୍ତିରେ ଚାଳିଶ ହଜାର ଟଙ୍କା ମିଳିଥିବା ବେଳେ ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ପରାମର୍ଶ।