Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
दुर्घटना
Police
Bihar
India
बीजेपी
मुख्यमंत्री
Congress
Modi
Delhi
Viral
Crime
Jharkhand
Dm
Up
मध्यप्रदेश
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Kerala
tv4odisha
ଜୟପୁର ଟାଉନ୍ ପୋଲିସର ବଡ଼ ସଫଳତା। ଜୟପୁରରେ ଚୋରି, ଡକାୟତି ଓ ଦାଦାବଟି ବିରୋଧରେ ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ ୮ ଅଭିଯୁକ୍ତ ଗିରଫ, ୧୦.୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ,ମୋଷ୍ଟ ୱାଣ୍ଟେଡ ସଞ୍ଜୟ ସୁନା ବିରୋଧରେ NSA ଧାରାରେ ପ୍ରତିଷେଧମୂଳକ ଗିରଫ ପଦକ୍ଷେପ ନେଇଛି ପୋଲିସ।
Jeypore, Koraput
| Aug 21, 2026
MORE NEWS
କୋରାପୁଟ ଜିଲ୍ଲା ନନ୍ଦପୁର ଛେଳିଆମୁଣ୍ଡାରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ନିର୍ମାଣ ଦାବି ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଅଭିଯୋଗ କଲେ ଅଞ୍ଚଳବାସୀ
Jeypore, Koraput | Aug 21, 2026
#ଜୟପୁରରେ_ସଂଘବଦ୍ଧ_ଆକ୍ରମଣରେ_ଯୁବକଙ୍କ_ମୃତ୍ୟୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସାମ୍ନା ୨୬ନଂ ଜାତୀୟ ରାଜପଥ ଅବରୋଧ କଲେ ମୃତକଙ୍କ ପରିବାର, ହତ୍ୟାକାରୀମାନେ ଫେରାର ।
Jeypore, Koraput | Aug 21, 2026
ସ୍କୁଟି ଓ ଆପାଚି ବାଇକ୍ ମୁହାଁମୁହିଁ ଧକ୍କା, ୩ ଗୁରୁତର, କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ଅନ୍ତର୍ଗତ କମାରଗୁଡ଼ା ନିକଟରେ ଦୁର୍ଘଟଣା।
Jeypore, Koraput | Aug 21, 2026
#କୋରାପୁଟ_ନନ୍ଦପୁର_ସଡକ_ଦର୍ଘଟଣା, ସ୍କୁଟି ଓ ଆପାଚି ବାଇକ୍ ମୁହାଁମୁହିଁ ଧକ୍କା, ୩ ଗୁରୁତର,5 କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ଅନ୍ତର୍ଗତ କମାରଗୁଡ଼ା ନିକଟରେ ସ୍କୁଟି ଓ ଆପାଚି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୩ ଜଣ ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ଖୁର୍ଜୀ ପଞ୍ଚାୟତ ଅନ୍ତର୍ଗତ ଅଅଁଳାଘାଟି ଗ୍ରାମର ପ୍ରଦୀପ ମୁଦୁଲି (୨୨) ଓ ତାଙ୍କ ସମ୍ପର୍କୀୟ ଭାଇ ସୁରେଶ ମୁଦୁଲି (୨୫) ଏକ ଆପାଚି ବାଇକ୍ରେ କୌଣସି କାମ ସାରି ନିଜ ଗାଁକୁ ଫେରୁଥିଲେ। ଏହି ସମୟରେ ନନ୍ଦପୁର ପଟୁ ଥୁବା ଅଭିମୁଖେ ଯାଉଥିବା ଏକ ସ୍କୁଟି ସହ କମାରଗୁଡ଼ା ନିକଟରେ ତାଙ୍କ ବାଇକ୍ର ମୁହାଁମୁହିଁ ଧକ୍କା ହୋଇଥିଲା।ସ୍କୁଟି ଚାଳକ ସୁନାଧର ଗୌଡ଼ (୨୫) ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳର ସମ୍ବାଇ ଗ୍ରାମର ବୋଲି ଜଣାପଡ଼ିଛି। ସେ ନନ୍ଦପୁର ବ୍ଲକ ମାଳିବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମସ୍ଥିତ ନିଜ ଶ୍ୱଶୁର ଘରକୁ ଆସିଥିଲେ। ନନ୍ଦପୁର ବୁଲି ସାରି ଖୁଜେଲ ଗ୍ରାମକୁ ଫେରୁଥିବା ବେଳେ ଥୁବା ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ସେ କହିଛନ୍ତି।ଦୁର୍ଘଟଣା ଖବର ପାଇ ନନ୍ଦପୁର ଅଗ୍ନିଶମ ବିଭାଗ କେନ୍ଦ୍ରାଧିକାରୀ ହେମନ୍ତ କୁମାର ସାମଲଙ୍କ ନେତୃତ୍ୱରେ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୩ ଆହତଙ୍କୁ ଉଦ୍ଧାର କରି ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଗାଡ଼ି ଜବତ କରି ତଦନ୍ତ ଜାରି ରଖିଛି। ବର୍ତ୍ତମାନ ୩ ଜଣ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
Jeypore, Koraput | Aug 21, 2026