Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ଝାରପୋଖରିଆ: ସାରସକଣା ବ୍ଲକର ଦୁଇଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

ସାରସକଣା ବ୍ଲକର ଦୁଇଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ପ୍ରକଳ୍ପ 10 କୋଟି ବ୍ୟୟ ବରାଦ ରେ ହେବାକୁ ଥିବା ଝାରପୋଖରୀଆ ଠାରୁ ଶୀର୍ଷା ଏବଂ ୫ କୋଟି ବ୍ୟୟ ବରାଦ ରେ ଝର୍ଝରି ଠାରୁ ନୂଆଗାଁ ଭାୟା କାଲାଝରି ପର୍ଯ୍ୟନ୍ତ ରାସ୍ତାର ଶିଳାନ୍ୟାସ କରିଛନ୍ତି ବିଧାୟକ।