Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ଝାରପୋଖରିଆ: ରାଇରଙ୍ଗପୁର ମହତାବ ଭବନ ଠାରେ ବାମନଘାଟି ଉପଖଣ୍ଡ ସ୍ତରୀୟ ନିଖିଳ ଭାରତ ସମବାୟ ସପ୍ତାହ ମହୋତ୍ସବ ଅନୁଷ୍ଠିତ

ଗୁରୁବାର ଦିନ ପ୍ରାୟ ୧୨ ଟାରେ ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ୨୦୨୫ ପାଳନ ଅବସରରେ ରାଇରଙ୍ଗପୁର ସ୍ଥିତ ମହତାବ ଭବନ ଠାରେ 'ବାମନଘାଟି ଉପଖଣ୍ଡ ସ୍ତରୀୟ ମହୋତ୍ସବ' ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସାରସକଣା ବିଧାୟକ ଭାଦବ ହାଁସଦା ଯୋଗ ଦେଇଥିଲେ। ଆତ୍ମ ନିର୍ଭର ଭାରତ ପାଇଁ ସମବାୟ ଏକ ମାଧ୍ୟମ ଅଟେ ବୋଲି ବିଧାୟକ ମହଦୋୟ ନିଜ ବକ୍ତବ୍ୟରେ କହିଥିଲେ।
ଝାରପୋଖରିଆ: ରାଇରଙ୍ଗପୁର ମହତାବ ଭବନ ଠାରେ ବାମନଘାଟି ଉପଖଣ୍ଡ ସ୍ତରୀୟ ନିଖିଳ ଭାରତ ସମବାୟ ସପ୍ତାହ ମହୋତ୍ସବ ଅନୁଷ୍ଠିତ - Jharpokharia News