Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
Coronavirus
कांग्रेस
मौत
Accident
Congress
Modi
Delhi
Viral
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Chhattisgarh
Uttarpradesh
Haryana
Uttarakhand
लखनऊ

ଝାରପୋଖରିଆ: ବିଜାତଳା ଠାରେ ସାରସକଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉତ୍ସବ ଓ ସ୍ବଦେଶୀ ଜାଗରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଶୁକ୍ରବାର ଦିନ ପ୍ରାୟ ୧୨ ଟାରେ ଆମ ସ୍ୱାଧୀନତା, ରାଷ୍ଟ୍ରଗୌରବ ଓ ଅସ୍ମିତାର ଅମର ଉଦଘୋଷ ‘ବନ୍ଦେ ମାତରମ’ ରଚନାକୁ ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲାର ବିଜାତଳା ଠାରେ ସାରସକଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉତ୍ସବ ଓ ସ୍ବଦେଶୀ ଜାଗରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।