Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ଝାରପୋଖରିଆ: ରାଇରଙ୍ଗପୁର ରେ ଶନିବାର ଆୟୋଜିତ ହେବ ଏକତା ପଦଯାତ୍ରା; ବିଜାତଳା ଠାରେ ବିଜେପିର ପ୍ରସ୍ତୁତ ବୈଠକ ଅନୁଷ୍ଠିତ

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଶନିବାର ରାଇରଙ୍ଗପୁର ଠାରେ ଏକତା ପଦଯାତ୍ରା ଆୟୋଜିତ ହେବାକୁ ଯାଉଛି। ଉକ୍ତ ଏକତା ପଦଯାତ୍ରା ସକାଳ ୭ ଘଟିକାରେ ରାଇରଙ୍ଗପୁର ସ୍ଥିତ ବିର୍ସା ମୁଣ୍ଡା ପାର୍କରୁ ବାହାରି ଦୁର୍ଗା ମଣ୍ଡପ, ଗୋଲେଇ ଛକ, ମହତାବ ଭବନ (ଟାଉନ ହଲ), ଲିଙ୍କ ରୋଡ଼ ଦେଇ ସହର ପରିକ୍ରମା କରି କଚେରୀ ପଡିଆ ଠାରେ ସମାପନ ହେବ।