#ଦେଶୀ_ମଦ_ସହ_ଦୁଇ_ଗିରଫ ।
ବିପୁଳ ଦେଶୀ ମଦ ସହ ଦୁଇ ଜଣକୁ ଗିରଫ କଲା ରୂପସା ପୋଲିସ
ତିନୋଟି ଗାଡ଼ି ଜବତ । ଘଟଣା ର ଅଧିକ ତଦନ୍ତ ଚଳାଇଛି ପୋଲିସ୍ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବସ୍ତା ଏସଡିପିଓ ।
#police
#Odisha
#newsfeed
#OdishaNews
#Basta
#balasore
Mahima TV
Odisha Police Organisation
Basta, Balasore | Nov 24, 2026