ବାରବାଟୀ ଗ୍ରାମପଞ୍ଚାୟତର ଓଡ଼ଙ୍ଗ ଗ୍ରାମରେ ଆୟୋଜିତ ହୋଇଯାଇଛି ସୋମନାଥ ସାହୁଙ୍କ ପୁତ୍ରଙ୍କ ନାମକରଣ ଉତ୍ସବ। ନବଜାତ ଶିଶୁର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରାଯିବା ସହ ପରିବାରକୁ ଜଣାଗଲା ଶୁଭେଚ୍ଛା।