#ବସ୍ତା_ପୋଲିସ_ଦ୍ୱାର_ଗୋରୁ_ଗାଡି_ଜବତ ।
ଗୋରୁ ଭର୍ତ୍ତି ଟ୍ରଲର ଜବତ
୫୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଦୁଇ ଡ୍ରାଇଭର ଅଟକ ।
ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୧୬ନଂ ଜାତୀୟ ରାଜପଥ ଭେଲୋରା ନିକଟରୁ ଗୋରୁ ଭର୍ତ୍ତି ଏକ ଟ୍ରଲରକୁ ଜବତ କରିଛି ବସ୍ତା ପୋଲିସ। ଟ୍ରଲରରୁ ୫୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣ ଡ୍ରାଇଭରଙ୍କୁ ପୋଲିସ ଅଟକ ରଖିଛି।
Ajit Kumar Sahoo Journalist Mahima TV Dinabandhu Pradhan Rabinarayan Satpathy Kanak News #mahimatv #Basta #spbalasore #bastapolice
Basta, Balasore | Oct 7, 2026