ନାଉଗାଁ: ନାଉଗାଁ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ପୋଲିସ ମୁହାଁମୁହିଁ
ଜଗତସିଂହପୁର ନାଉଗାଁ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ବେଳେ ବ୍ୟାପକ ହୋହଲ୍ଲା। ସମୟ ସରିବା ପରେ ନାମାଙ୍କନ ଦାଖଲକୁ ନେଇ ଛାତ୍ର ଓ ପୋଲିସ ମୁହାଁମୁହିଁ। ଦୀର୍ଘ ସମୟ ଧରି କଲେଜ ପରିସରରେ ଲାଗିରହିଲା ଉତ୍ତେଜନା।