କଳାହାଣ୍ଡି: ଜୁନାଗଡ଼ରେ ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ
Kalahandi, Kalahandi | Oct 19, 2026
ଜୁନାଗଡ଼ ବଙ୍ଗଳା ଛକ ନିକଟରେ ଟ୍ରକ୍ ଧକ୍କାରେ ନୂଆପଡ଼ା ଜିଲ୍ଲା ସିନାପାଲି ହାତୀବନ୍ଧା ଅଞ୍ଚଳର ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଜୁନାଗଡ଼ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।