Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Bjp
National
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Narendramodi
Nitishkumar
Madhya_pradesh
सोशल_मीडिया
Nsui
Pmmodi
Rahulgandhi
Actor
Haryana
Uttarpradesh
Cricket
Crimenews
usr04050397
1
କେନ୍ଦୁଝର ସହର: ଘସିପୁରା ବ୍ଲକ ସଭାଗୃହରେ ବିଦ୍ୟୁତ ବିଭାଗର ବୈଠକ ଅନୁଷ୍ଠିତ
Kendujhar Town, Kendujhar
| Nov 1, 2025
ଘସିପୁରା ବ୍ଳକ ସଭାଗୃହରେ ଆନନ୍ଦପୁର ବିଦ୍ୟୁତ ବିଭାଗ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବିଡ଼ିଓ ଓ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।
MORE NEWS
#ସକାଳର_ବଡ଼_ଖବର Sakala Bulletin | 06 June 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha #latastnewsupdate #pabitranews #MorningHeadlineodisha #sakalakhabar #odishaheadline #odianews #BreakingNews #odianews #sakalanews #odishanews #rain #barshanews #todaymorningnews #pabitranewsodishalive
Kendujhar Town, Kendujhar | Jun 6, 2026
କେନ୍ଦୁଝର ଜିଲ୍ଲା ୫୨୦ ନମ୍ବର ଜାତୀୟ ରାଜପଥରେ କଳାପାହାଡ ରେଲୱେ ଓଭର ବ୍ରିଜ୍ ଠାରେ ବସ ଦୁର୍ଘଟଣାଗ୍ରସ୍ତ | ଆଜିର ଦୁର୍ଘଟଣା ରେ ରାସ୍ତା ପୁରା ବନ୍ଦ ଯୋଡା, କେନ୍ଦୁଝର | #latastnewsupdate #pabitranews #pabitranewsodishalive #OdishaNews #roadaccident
Kendujhar Town, Kendujhar | Jun 6, 2026
#ଅଙ୍ଗନୱାଡି_କେନ୍ଦ୍ରରେ_ସାଇକେଲ_ଦୋକାନ #ଗଛମୂଳରେ_ପାଠ_ପଢୁଛନ୍ତି_ଶିଶୁ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ସିଲିପଦା ଗ୍ରାମ ପଞ୍ଚାୟତର ବଲାଣିପଶି ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରର ଅବସ୍ଥା ବେଶ ଦୟନୀୟ ହୋଇପଡିଛି। ଅଭିଯୋଗ ଅନୁସାରେ ଅଙ୍ଗନୱାଡି କେନ୍ଦ୍ର ଗୃହରେ ସାଇକେଲ ମରାମତି ଦୋକାନ ଚାଲୁଥିବା ବେଳେ ଛୋଟ ଛୋଟ ଶିଶୁମାନେ ଗଛମୂଳରେ ବସି ପାଠ ପଢିବାକୁ ବାଧ୍ୟ ହେଉଛନ୍ତି। ସରକାର ଶିଶୁମାନଙ୍କ ଶିକ୍ଷା, ପୋଷଣ ଓ ସୁରକ୍ଷିତ ପରିବେଶ ପାଇଁ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କରିଥିବା ବେଳେ ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କେନ୍ଦ୍ରର ଉପଯୁକ୍ତ ବ୍ୟବହାର ନହୋଇ ଅନ୍ୟ କାମରେ ବ୍ୟବହୃତ ହେଉଥିବାରୁ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଏନେଇ ସ୍ଥାନୀୟ ଲୋକେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଘଟଣାର ତଦନ୍ତ କରିବା ସହ ଶିଶୁମାନଙ୍କ ପାଇଁ ଅଙ୍ଗନୱାଡି କେନ୍ଦ୍ରର ସୁବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। #latastnewsupdate #pabitranews #OdishaNews #keonjhar
Kendujhar Town, Kendujhar | Jun 6, 2026
#ପଦ୍ମପୁର_ପୋଲିସକୁ_ବଡ_ସଫଳତା_କଫ_ସିରଫ_ଜବତ_୨_ଗିରଫ ବରଗଡ଼ ଜିଲ୍ଲାକୁ ନିଶାମୁକ୍ତ କରିବା ପାଇଁ ବରଗଡ଼ ଏସପିଙ୍କ ସ୍ବତନ୍ତ୍ର ଅଭିଯାନ । ପୋଲିସକୁ ଚକମା ଦେଇ ଭୁବନେଶ୍ବର ନୟାପଲ୍ଲୀରୁ ପଦ୍ମପୁର ଅଞ୍ଚଳକୁ କଫ ସିରଫ ଚୋରା ଚାଳାଣ ହେଉଥିବା ବେଳେ ମାଡ଼ି ବସିଲା ପୋଲିସର ସ୍ବତନ୍ତ୍ର ଟିମ । #latastnewsupdate #bargarh #pabitranewsodisha #padampur #bargarhsp #BreakingNews
Kendujhar Town, Kendujhar | Jun 6, 2026
ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ହାଟଡିହି ବ୍ଲକର ଝଣଝଣା ଦୁର୍ଗାପୁର ଠାରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। #WorldEnvironmentDaycelebrated #anandpur #keonjhar #latastnewsupdate #pabitranewsodisha
Kendujhar Town, Kendujhar | Jun 6, 2026