ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ଡେଙ୍ଗୁବୁରୀ ଅଞ୍ଚଳରୁ ମିଟିକାପଶି ଦେଇ ଗଣ୍ଠିଗାଡ଼ିଆ ଓ ବାଦୀବାହାଳ ଆଡ଼କୁ ମୁହାଁଇଛି ହାତୀପଲ। ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ।