ଟିକାୟତପଲୀ: ଗମଲେଇ ଛକ ନିକଟରେ ଟ୍ରଲର ଧକ୍କା ରେ ଦୁଇ ବାଇକ ଚାଳକର ଶୋଚନୀୟ ମୃତ୍ୟୁ
ସୁନ୍ଦରଗଡ଼ ଜିଲ୍ଲାର ବଣେଇ ଅଞ୍ଚଳର ଗମଲେଇ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଜଣ ବାଇକ ଚାଳକ ଙ୍କର ମୃତ୍ୟୁ ଘଟିଛି।ଟ୍ରଲର ଧକ୍କା ରେ ଏହି ଦୁଇ ବାଇକ ଚାଳକର ମୃତ୍ୟୁ ଘଟିଛି। ସ୍ଥାନୀୟ ପୋଲିସ ଶବ ଉଦ୍ଧାର କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।