Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी

ଟିକାୟତପଲୀ: ଟିକାୟତପାଲି ଷ୍ଟେଟ ବ୍ୟାଙ୍କ ନିକଟରେ ଚଳନ୍ତି ହାଇୱା ଗାଡ଼ି ରେ ଲାଗିଲା ନିଆଁ

ସୁନ୍ଦରଗଡ଼ ଜିଲ୍ଲାର ବଣେଇ ଉପଖଣ୍ଡର ଟିକାୟତପାଲି ଷ୍ଟେଟ ବ୍ୟାଙ୍କ ନିକଟରେ ୧୪୩ ନମ୍ବର ଜାତୀୟ ରାଜପଥ ଉପରେ ଏକ ଚଳନ୍ତି ଗାଡ଼ି ରେ ନିଆଁ ଲାଗିବା ଫଳରେ ଗାଡ଼ି ଟି ଜଳି ପୋଡ଼ି ଛାରଖାର ହୋଇଯାଇଛି। ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ।