ବୈପାରୀଗୁଡା : ଜଳ ବନ୍ଦୀରେ ଗୁପ୍ତେଶ୍ୱରର ପାଞ୍ଚ ଖଣ୍ଡ ଗାଁ,ଶିରିବେଡା ଗାଁ ରେ ପିଏମ ଶ୍ରୀ ହାଇସ୍କୁଲ ହଷ୍ଟେଲରେ ଫସିଛନ୍ତି 250 ପିଲା l ଘଟଣା ସ୍ଥଳରେ ବିଡ଼ିଓ,ତହସିଲଦାର, ସିଡିପିଓ, ଅଗ୍ନିଶମ ବାହିନୀ ଏବଂ ଫାଣ୍ଡି ଅଧିକାରୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି #Boipariguda #Koraput #Flood #floodupdate #Fbviralvideo #viralvideo #Odisha #OdishaNews #national24