#ଲଗାଣ_ବର୍ଷରେ_ବେହାଲ_ମାଲକାନଗିରି
ମାଲକାନଗିରି, କାଲିମେଲା, ମାଥିଲି, ମୋଟୁ, ଚିତ୍ରକୋଣ୍ଡା ଏବଂ ଖଇରପୁଟ ଭଳି ୬ଟି ବ୍ଲକର ୫୮ଟି ଗ୍ରାମ ପ୍ରଭାବିତ ହୋଇଛି । ସୁବ୍ୟବସ୍ଥିତ ଉଦ୍ଧାର କାର୍ଯ୍ୟ ଜରିଆରେ ବିପଦସଙ୍କୁଳ ଅଞ୍ଚଳରୁ ୧,୧୫୪ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ୮ଟି ବିପଦମୁକ୍ତ ଆଶ୍ରୟ କେନ୍ଦ୍ରରେ ରଖାଯାଇଛି ।
#malkangirinews #Malkangiri #Flood
#WeatherUpdate #Odisha #Floodupdate #National24