ନାଉଗାଁ: ନାଉଗାଁରେ ପାଳିତ ହେଲା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 150 ତମ ଜୟନ୍ତୀ
ନାଉଗାଁରେ ଆୟୋଜିତ ହୋଇଛି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 150 ତମ ଜୟନ୍ତୀ। ଜନସ୍ଵାର୍ଥ ସୁରକ୍ଷା କମିଟି ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସ୍ଵତନ୍ତ୍ର ସଭା ଅନୁଷ୍ଠିତ ହୋଇଯାଇଛି।