ସାମାଜିକ ଗଣମାଧ୍ୟମ ରେ ପ୍ରକାଶ ପାଇବା କିଛି ଖବର ଉପରେ ପ୍ରତିକ୍ରିୟା ରଖି ଏସବୁ ଗୁଜବ ଏବଂ ସମ୍ପୂନ୍ନ ମିଥ୍ୟା ।ମୁ କେନ୍ଦ୍ର ମନ୍ତ୍ରୀ ଏବଂ ତାଙ୍କର ପରିବାର କୌଣସି ସଦସ୍ୟ ଙ୍କ ସହ ସାକ୍ଷାତ କରିନି।ଏସବୁ ଗୁଜବ କୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ଭିଡିଓ ଜାରି କଲେ DR.R.J.raman
Koraput Town, Koraput | Jun 2, 2026