ବାରିପଦା ସଦର: ବାରିପଦା ଦୁର୍ଗାପୂଜା: ତକତପୁରର ଟେରାକଟା ମହଲକୁ ନେଇ ଚର୍ଚ୍ଚା
ବାରିପଦାରେ ମାଆଙ୍କ ଆଗମନରେ ଉତ୍ସବମୁଖର ପରିବେଶ। ସହରର ୩୩ଟି ମଣ୍ଡପ ମଧ୍ୟରେ ତକତପୁରର ଟେରାକଟା ମହଲ ତୋରଣ ସମସ୍ତଙ୍କୁ ଆକୃଷ୍ଟ କରୁଛି। ୨୮ ବର୍ଷରେ ପଦାର୍ପଣ କରିଥିବା ତକତପୁର ପୂଜା କମିଟିର ଏହି ନିଆରା ପ୍ରୟାସ ଏବେ ବେଶ୍ ଚର୍ଚ୍ଚାରେ।