ବାରିପଦା ସଦର: ୯୩ ବର୍ଷରେ ପଦାର୍ପଣ ବାରିପଦା ବଙ୍ଗାଳୀ ପଡ଼ା ଦୁର୍ଗାପୂଜା, ନାଚିଲେ ଶତାଧିକ ଭକ୍ତ
ବାରିପଦା ସହିଦ ପଡ଼ିଆରେ ୯୩ ବର୍ଷ ପୂରଣ କଲା ବଙ୍ଗାଳୀ ପଡ଼ା ଦୁର୍ଗାପୂଜା। ବଙ୍ଗୀୟ ଢାଞ୍ଚାରେ ଆୟୋଜିତ ଏହି ପୂଜାରେ ସାମିଲ ହେଲେ ଅଶୀ ପ୍ରତିଶତ ଓଡ଼ିଆ। ନବମୀ ସନ୍ଧ୍ୟାରେ ଦାଣ୍ଡିଆ ନୃତ୍ୟର ମଜା ନେଲେ ଶତାଧିକ ମହିଳା ଓ ପୁରୁଷ। ଦଶହରାରେ ହେବ ସିନ୍ଦୂର ଖେଳ।