ବାଙ୍ଗିରିପୋଷି: ତେନ୍ତୁଳଡିଙ୍ଗା ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କଲେ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି
ମୟୂରଭଞ୍ଜ କୁଳିଅଣା ବ୍ଲକ ଗାଙ୍ଗରାଜ ପଞ୍ଚାୟତର ତେନ୍ତୁଳଡିଙ୍ଗା ଦୁର୍ଗାପୂଜା ମଣ୍ଡପ ବୁଲି ଦେଖିଲେ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି। ମାଆଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ଜିଲ୍ଲାବାସୀଙ୍କ ମଙ୍ଗଳ କାମନା କଲେ।