ବାରିପଦା ସଦର: ବାରିପଦା ଦେବୀ ମାଲାରେ ମାଆଙ୍କୁ ଦର୍ଶନ କଲେ ନଗରପାଳ
ବାରିପଦା ବାବୁସାହି ସ୍ଥିତ ଐତିହ୍ୟ ସମ୍ପନ୍ନ ଦେବୀ ମାଲା ପୀଠରେ ମାଆ ଦୁର୍ଗାଙ୍କୁ ଦର୍ଶନ କଲେ ନଗରପାଳ କୃଷ୍ଣାନନ୍ଦ ମହାନ୍ତି। ୧୮୬୮ ମସିହାରୁ ପ୍ରତିଷ୍ଠିତ ଏହି ପୀଠର ପରମ୍ପରାକୁ ବଜାୟ ରଖିଥିବାରୁ ପ୍ରହରାଜ ପରିବାରଙ୍କୁ ସେ ପ୍ରଶଂସା କରିଛନ୍ତି।