ପୁଇଁତଳାରେ ଚଳନ୍ତା କାର୍ରେ ଲାଗିଲା ନିଆଁ!
ଦୁଇ ଶିଶୁଙ୍କ ସମେତ ପରିବାରର ୬ ସଦସ୍ୟ ଅଳ୍ପକେ ବର୍ତ୍ତିଲେ, ଜଳିପୋଡ଼ି ପାଉଁଶ ହେଲା କାର୍
ଭୁବନେଶ୍ୱର ଯାଉଥିବା ବେଳେ ପୁଇଁତଳା ତହସିଲ ସମ୍ମୁଖରେ ଅଘଟଣ। ଦମକଳବାହିନୀ ନିଆଁକୁ କଲା ଆୟତ୍ତ। ପୁଲିସର ତଦନ୍ତ ଜାରି।
#SankalpaSamachar #Balangir #Puintala #CarFire #FireAccident #OdishaNews #BalangirNews #BreakingNews #ଓଡ଼ିଶାଖବର #ବଲାଙ୍ଗୀରଖବର #ପୁଇଁତଳା #ସଡ଼କସୁରକ୍ଷା
Bakavand, Bastar | Nov 19, 2026