ବଲାଙ୍ଗୀରରୁ ଓଡ଼ିଶାକୁ ବଡ଼ ଉପହାର! ଆଉ ୧ ଲକ୍ଷ ଆବାସ ମଞ୍ଜୁର, ୯୧୧ କୋଟିର ୨୪୮ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ | ଦାରିଦ୍ର୍ୟ ଦୂରୀକରଣ ପାଇଲଟ୍ ପ୍ରକଳ୍ପ ବଲାଙ୍ଗୀରରୁ ଆରମ୍ଭ ହେବ! #Balangir #BalangirNews #OdishaNews #Odisha #PMAYG #AwasYojana #MohanCharanMajhi #ShivrajSinghChouhan #OdishaDevelopment #BalangirDevelopment #ଆବାସଯୋଜନା #ବଲାଙ୍ଗୀର #SankalpaSamachar