Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Bjp
National
Bihar
India
कांग्रेस
Congress
Modi
Delhi
Viral
Jharkhand
Up
मध्यप्रदेश
Bollywood
Breakingnews
Madhya_pradesh
अयोध्या
Pmmodi
Rahulgandhi
कानपुर
Uttarpradesh
Haryana
Lucknow
तेजस्वी_यादव
Sambalpur
लखनऊ
Crimenews
महंगाई
Aap
usr869859281
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ #jeyporeupdatenews #jeyporesocialmedia #koraputupdate #koraput #Rayagada #Malakangiri #Nabarangpur #viralpost2024 #viralfacebookpage #public #durgapuja #facebookchallange #trendingreels #informativepost #Congress #OdishaCongress #indiacongress #highlightseveryonefollowers2025 #highlights #dmkoraput #CMOdisha #spkoraput #facebookfollowersfollowers #jeyporemuncipalty #koraputpolice #viralpost #viralvideoシ
Jeypore, Koraput
| Nov 7, 2026
#jeyporeupdatenews
#jeyporesocialmedia
#koraputupdate
#koraput
#rayagada
#malakangiri
#nabarangpur
#viralpost2024
#viralfacebookpage
#public
#durgapuja
#facebookchallange
#trendingreels
#informativepost
#congress
#odishacongress
#indiacongress
#highlightseveryonefollowers2025
#highlights
#dmkoraput
#cmodisha
#spkoraput
#facebookfollowersfollowers
#jeyporemuncipalty
#koraputpolice
#viralpost
#viralvideoシ
MORE NEWS
ଦୀର୍ଘଦିନର ସଂଘର୍ଷ ପରେ ଡାବୁଗାଁ ବ୍ଲକକୁ ମିଳିଲେ ସାଂସଦଙ୍କ ପ୍ରତିନିଧି || #nabarangpur #latestnews #odisha #odishapolitics #bjpleader #bjpodisha
Jeypore, Koraput | Nov 10, 2026
କୁକୁର ଛୁଆଙ୍କୁ କ୍ଷୀର ପିଆଇ ମା’ର ସ୍ନେହ ଦେଲା ଗାଈ, ହୃଦୟ ଜିତିଲା ଅନନ୍ୟ ମାତୃତ୍ୱର ଉଦାହରଣ! ମଣିଷଠାରୁ ବି ବଡ଼ ପଶୁର ମମତା ! #animallovers #MotherlyLove #Humanity #viralvideo #hearttouching Dinarati TV
Jeypore, Koraput | Nov 10, 2026
ସାଲୁର ଘାଟିରେ ଓଲଟିଲା ଆଳୁ ବୋଝେଇ ଟ୍ରକ୍, ୩ ଘଣ୍ଟା ଧରି ରାସ୍ତା ଜାମ୍ କୋରାପୁଟ-ବିଶାଖାପାଟଣା ଜାତୀୟ ରାଜପଥର ସାଲୁର ଘାଟିରେ ଏକ ଆଳୁ ବୋଝେଇ ଟ୍ରକ୍ ଓଲଟି ପଡ଼ିବାରୁ ଉଭୟ ପାର୍ଶ୍ୱରେ ୩ ଘଣ୍ଟା ଧରି ଯାତାୟାତ ଠପ୍ ହୋଇଯାଇଛି। ଶହ ଶହ ଗାଡ଼ି ଅଟକି ରହିବାରୁ ଯାତ୍ରୀ ଓ ଚାଳକ ହଇରାଣ ହୋଇଛନ୍ତି। ପଶ୍ଚିମବଙ୍ଗ ନମ୍ବର ଥିବା ଟ୍ରକ୍ଟି ବିପଦପୂର୍ଣ୍ଣ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସାଲୁର ପୋଲିସ ପହଞ୍ଚିଥିଲେ ମଧ୍ୟ ଟ୍ରକ୍ ହଟାଇବାରେ ବିଳମ୍ବ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଟ୍ରକ୍କୁ ତୁରନ୍ତ ହଟାଇ ରାସ୍ତା ସ୍ୱାଭାବିକ କରିବାକୁ ଯାତ୍ରୀମାନେ ଦାବି କରିଛନ୍ତି।
Jeypore, Koraput | Nov 10, 2026
୫ ଘଣ୍ଟା ପରେ ସାଲୁର ଘାଟିରୁ ହଟିଲା ଦୁର୍ଘଟଣାଗ୍ରସ୍ତ ଟ୍ରକ୍, ସ୍ୱାଭାବିକ ହେଲା ଯାତାୟାତ ଶତାଧିକ ଗାଡ଼ି ଅଟକିଲା, ଯାତ୍ରୀ ଓ ରୋଗୀ ହନ୍ତସନ୍ତ ସାଲୁର ଘାଟିରେ ଆଳୁ ବୋଝେଇ ଟ୍ରକ୍ ଦୁର୍ଘଟଣା ଯୋଗୁଁ ୫ ଘଣ୍ଟା ଧରି ଯାତାୟାତ ଠପ୍ ହୋଇପଡ଼ିଥିଲା। ଶେଷରେ ସାଲୁର ପ୍ରଶାସନ ଦୁଇଟି କ୍ରେନ୍ ସାହାଯ୍ୟରେ ଟ୍ରକ୍କୁ ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ଏହି ସମୟରେ ଶତାଧିକ ଗାଡ଼ି ଅଟକି ରହିବା ସହ ଯାତ୍ରୀ ଓ ରୋଗୀମାନେ ହନ୍ତସନ୍ତ ହୋଇଥିଲେ। ଉଦ୍ଧାର କାର୍ଯ୍ୟରେ ବିଳମ୍ବକୁ ନେଇ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ଘାଟି ରାସ୍ତାରେ ତୁରନ୍ତ ଉଦ୍ଧାର ଓ ଯାତାୟାତ ନିୟନ୍ତ୍ରଣ ପାଇଁ ସ୍ଥାୟୀ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହୋଇଛି।
Jeypore, Koraput | Nov 10, 2026
କୋରାପୁଟ-ବିଶାଖାପାଟଣା ଜାତୀୟ ରାଜପଥର ସାଲୁର ଘାଟିରେ ଏକ ଆଳୁ ବୋଝେଇ ଟ୍ରକ୍ ଓଲଟି ପଡ଼ିବାରୁ ଉଭୟ ପାର୍ଶ୍ୱରେ ୩ ଘଣ୍ଟା ଧରି ଯାତାୟାତ ଠପ୍ ହୋଇଯାଇଛି। ଶହ ଶହ ଗାଡ଼ି ଅଟକି ରହିବାରୁ ଯାତ୍ରୀ ଓ ଚାଳକ ହଇରାଣ ହୋଇଛନ୍ତି। ପଶ୍ଚିମବଙ୍ଗ ନମ୍ବର ଥିବା ଟ୍ରକ୍ଟି ବିପଦପୂର୍ଣ୍ଣ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସାଲୁର ପୋଲିସ ପହଞ୍ଚିଥିଲେ ମଧ୍ୟ ଟ୍ରକ୍ ହଟାଇବାରେ ବିଳମ୍ବ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଟ୍ରକ୍କୁ ତୁରନ୍ତ ହଟାଇ ରାସ୍ତା ସ୍ୱାଭାବିକ କରିବାକୁ ଯାତ୍ରୀମାନେ ଦାବି କରିଛନ୍ତି।
Jeypore, Koraput | Nov 10, 2026
🔴Live ନେପାଳରେ UD MEDIA NEWS ନେପାଳବାସୀ ଦୀପାବଳି ପାଳନ କରୁଛନ୍ତି #jeyporeupdatenews #jeyporesocialmedia #koraputupdate #koraput #Rayagada #Malakangiri #Nabarangpur #viralpost2024 #viralfacebookpage #public #durgapuja #facebookchallange #trendingreels #informativepost #Congress #OdishaCongress #indiacongress #highlightseveryonefollowers2025 #highlights #dmkoraput #CMOdisha #spkoraput #facebookfollowersfollowers #jeyporemuncipalty #koraputpolice #viralpost #viralvideoシ゚viral
Jeypore, Koraput | Nov 10, 2026
🔴Live ନେପାଳରେ UD MEDIA NEWS ନେପାଳବାସୀ ଦୀପାବଳି ପାଳନ କରୁଛନ୍ତି #jeyporeupdatenews #jeyporesocialmedia #koraputupdate #koraput #Rayagada #Malakangiri #Nabarangpur #viralpost2024 #viralfacebookpage #public #durgapuja #facebookchallange #trendingreels #informativepost #Congress #OdishaCongress #indiacongress #highlightseveryonefollowers2025 #highlights #dmkoraput #CMOdisha #spkoraput #facebookfollowersfollowers #jeyporemuncipalty #koraputpolice #viralpost #viralvideoシ
Jeypore, Koraput | Nov 10, 2026
🔴ନେପାଳରେ UD MEDIA NEWS #jeyporeupdatenews #jeyporesocialmedia #koraputupdate #koraput #Rayagada #Malakangiri #Nabarangpur #viralpost2024 #viralfacebookpage #public #durgapuja #facebookchallange #trendingreels #informativepost #Congress #OdishaCongress #indiacongress #highlightseveryonefollowers2025 #highlights #dmkoraput #CMOdisha #spkoraput #facebookfollowersfollowers #jeyporemuncipalty #koraputpolice #viralpost #viralvideoシ
Jeypore, Koraput | Nov 9, 2026
ଧନପୁର ପଞ୍ଚାୟତକୁ ମଦମୁକ୍ତ କରିବା ଦାବି ବେଆଇନ ମଦ ବିକ୍ରି ବନ୍ଦ ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଜୟପୁର ବ୍ଲକ ଧନପୁର ଗ୍ରାମ ପଞ୍ଚାୟତକୁ ମଦମୁକ୍ତ କରିବା ସହ ବେଆଇନ ଦେଶୀ ଓ ବିଦେଶୀ ମଦ ବିକ୍ରି ବନ୍ଦ ଦାବିରେ ଗ୍ରାମବାସୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଜୟପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ମଦ୍ୟପାନ ଯୋଗୁଁ ପାରିବାରିକ ଅଶାନ୍ତି, ଆର୍ଥିକ ସମସ୍ୟା ଓ ଘରୋଇ ହିଂସା ବଢ଼ୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏଥିସହ ବେଆଇନ ମଦ ବିକ୍ରି ଉପରେ ରୋକ୍, ନିୟମିତ ଅବକାରୀ ଚଢ଼ାଉ ଓ ନିଶାମୁକ୍ତି ପରାମର୍ଶ ବ୍ୟବସ୍ଥା କରିବାକୁ ପ୍ରଶାସନ ନିକଟରେ ଦାବି ହୋଇଛି।
Jeypore, Koraput | Nov 9, 2026