ସୁନ୍ଦରଗଡ ସହର: ପ୍ରୟାସ ପ୍ରଜ୍ଞା ନିକେତନ ବା ପ୍ରୟାସ ମହାବିଦ୍ୟାଳୟ, ଭେଡ଼ାବାହାଲର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଆଜି ନଭେମ୍ୱର 29 ତାରିଖ ଶନିବାର ସନ୍ଧ୍ୟା 5:30 ରୁ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଏହି ମହାବିଦ୍ୟାଳୟ ପାଳିଛି ତାର 16 ତମ ବାର୍ଷିକ ଉତ୍ସବ। ଉତ୍ସବରେ ସାଉଁଟିଛି ମହା ବିଦ୍ୟାଳୟର ଫାଉଣ୍ଡର ମେମ୍ବର, ପୁରୁଣା ଅଧ୍ୟାପକ ଅଧ୍ୟାପିକା, ଗଭର୍ଣିଂ ବଡି ମେମ୍ବରଙ୍କୁ। ମହାବିଦ୍ୟାଳୟର ସବୁଠୁ ଶୃଙ୍ଖଳିତ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଗତ CHSc ପରୀକ୍ଷାରେ ଯେଉଁ ମାନେ କଲେଜର ନାମ ଉଜ୍ଜ୍ବଳ କରିଛନ୍ତି ସେହି ମାନଙ୍କ ମଧ୍ୟରୁ ଆଗ ଧାଡ଼ିର ଛତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରି ଏକ ସ୍ୱର୍ଣିମ ଅଧ୍ୟାୟ ସୃଷ୍ଟି କରିଛନ୍ତି। ତେବେ ଏହି ବାର୍ଷିକ ଉତ୍ସବର ମୁଖ୍ୟ ଆକର୍ଷଣ ତଥା ଉତ୍ସବର