ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସମୂହ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ। ସାମ୍ବାଦିକତା ବନାମ ଲୋକପ୍ରିୟତା ବିଷୟରେ ଆଲୋଚନା ସହ ସାମ୍ବାଦିକଙ୍କ ଦ୍ୱାରା ସତ କହିବାକୁ କିଆଁ ଡରିବି ନାଟକ ପରିବେଷିତ।