ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ମୋହନ ସରକାରରେ ଦୁର୍ନୀତିକୁ ପଶ୍ରୟ ଦିଆଯିବ ନାହିଁ, ୟୁନିଟ -5ବାସଭଵନରେ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ମୋହନ ସରକାରରେ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବନି | ବିଜେଡି ଏତେଦିନ କ୍ଷମତାରେ ଥିଲା ତେଣୁ ସହ୍ୟ କରିପାରୁନାହାନ୍ତି। ଯଦି ଦୁର୍ନୀତି ହୋଇଥିବ ବା ଯିଏ କରିଥିବ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ହେବ। ମୋହନ ସରକାରରେ କାହାରିକୁ ଛଡ଼ା ଦିଆଯିବନି। ବିଷ୍ଣୁପଦ ସେଠୀଙ୍କ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ସିବିଆଇ କି ପ୍ରକାର ସମନ ଜାରି କରିଛି ତାହା ଆମେ ଜାଣିନୁ। ଯିଏବି ଲିପ୍ତ ଥିବେ କାର୍ଯ୍ୟନୁଷ୍ଠାନ ହେବ। ବର୍ତମାନ ସିବିଆଇ ତଦନ୍ତ କରୁଛି। ବିଜେଡି ଅସହିଷ୍ଣୁ ହୋଇ ଏପରି କହୁଛି। ସିବିଆଇ ତଦନ୍ତ କରୁଛି ତଦନ୍ତ ସରି ଯାଉ ଜଣାପଡ଼ିବ କିଏ କଣ ଦୁର୍ନୀତି କରିଛି ।