Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବୌଦ୍ଧ ସଦର: ଗୁରୁଜୀମୁଣ୍ଡା ଜଙ୍ଗଲ ଭିତରେ ଚାଲିଥିଲା ବେଆନ ମଦ ତିଆରି ଆଡା ଅବକାରୀ ମୋବାଇଲ ସ୍କ୍ୱାର୍ଡର ଚଢ଼ାଉ ମଦ ଓ ପୋଚ ଜବତ କରି ନଷ୍ଟ

ଆଜି ରାତ୍ର ୮ଟା ସମୟରେ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ଖବର ପାଇ ଥିଲେ ବୌଦ୍ଧ ଥାନା ଅନ୍ତର୍ଗତ ଗୁରୁଜୀମୁଣ୍ଡା ଜଙ୍ଗଲ ଭିତରେ ବେଆନ ମହୁଲି ମଦ ରନ୍ଧା ଯାଉଛି l ଏନେଇ ଆଜି ସକାଳ ପାଖପାଖି ୧୦ସମୟରେ ଗୁରୁଜୀମୁଣ୍ଡା ଜଙ୍ଗଲରେ ଚଢ଼ାଉ କରାଯାଇଥିଲା l ଏହି ଚଢ଼ାଉରେ ୪୫ଲିଟର ରନ୍ଧା ମହୁଲି ମଦ ଓ ୩୦୦କେଜି ମହୁଲ ପୋଚକୁ ଜବତ କରି ଘଟଣା ସ୍ଥଳରେ ନଷ୍ଟ କରିଛନ୍ତି l ୨୧୦/୨୦୨୫-୨୬ରେ ମାମଲା ରୁଜୁ l