ସମ୍ବଲପୁର ମ୍ୟୁନିସିପାଲଟି: ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଧନୁପାଲି ଥାନା ରେ ଅଭିଯୋଗ
ଗୁରୁବାର ଅପରାହ୍ନରେ ବଜରଙ୍ଗ ଦଳ ପକ୍ଷରୁ କାଞ୍ଚନ ଲୁହା ଙ୍କ ତରଫରୁ ଦିଆଯାଇଥିବା ଅଭିଯୋଗ ପତ୍ର ଅନୁଯାୟୀ, ଗତ ୧ ତାରିଖରେ ଓଡିଶା ସାଂସ୍କୃତିକ ସମାଜର ସଭା କକ୍ଷରେ ବୁର୍ଲା ନିବାସୀ ନିହାଲ ସିଂ ଙ୍କ ନେତୃତ୍ୱରେ ସ୍ୱର୍ଗତ ଲଲେଇ ସିଂ ଯାଦବଙ୍କ ଜନ୍ମୋତ୍ସବ ପାଳିତ ହେଉଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ୱର୍ଗତ ସିଂ ଯାଦବ ଙ୍କ ସମେତ ମାଁ ସମଲେଶ୍ୱରୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଏବଂ ଦୀପ ପ୍ରଜ୍ୱଳନର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିବା ବେଳେ ସେହି ସମୟରେ କାଞ୍ଚନ ଲୁହା ଙ୍କୁ ତାଙ୍କର ପ୍ରତିଭା ପାଇଁ ସମ୍ମାନୀତ କରାଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଥିଲା । କିନ୍ତୁ ସ୍ୱର୍ଗତ ସିଂ ଯାଦବଙ