କୋରାପୁଟ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧାବିନୋଦ ସାମନ୍ତରାୟଙ୍କ ତରଫରୁ 🪔 ପବିତ୍ର ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 🪔।
ଆଲୋକର ପର୍ବ ଦୀପାବଳି ସମସ୍ତଙ୍କ ଜୀବନରେ ନୂତନ ଆଶା, ଆନନ୍ଦ, ସୁଖ, ଶାନ୍ତି ଓ ସମୃଦ୍ଧିର ଆଲୋକ ଭରିଦେଉ।
ଅଜ୍ଞାନ ରୂପୀ ଅନ୍ଧକାର ଦୂର ହୋଇ ଜ୍ଞାନ ଓ ସତ୍ୟର ଆଲୋକ ସମସ୍ତଙ୍କ ଜୀବନକୁ ଆଲୋକିତ କରୁ। ଏହି ପବିତ୍ର ଅବସରରେ ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରୁଛୁ।
ପବିତ୍ର ଶୁଭ ଦୀପାବଳି ଉତ୍ସବ ପାଳନ ଅବସରରେ ସମସ୍ତ କୋରାପୁଟବାସୀଙ୍କୁ ହୃଦୟରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
ଆସନ୍ତୁ, ଆଲୋକର ଏହି ପର୍ବକୁ ଆନନ୍ଦ, ଭାଇଚାରା ଓ ସୌହାର୍ଦ୍ଦ୍ୟର ସହ ପାଳନ କରିବା।
✨ ଶୁଭ ଦୀପାବଳି | ଜୟ ଜଗନ୍ନାଥ ✨
#ଶୁଭଦୀପାବଳି #HappyDiwali #Koraput #TV4Odisha #ଆଲୋକରପର୍ବ